This browser does not support the video element.
ଭୁବନ: ଭୁବନ ରେ ବସ କର୍ମଚାରି ଙ୍କୁ ନିଶା ଦେଇ ଲକ୍ଷାଧିକ ଟଙ୍କା ସହ ମୋବାଇଲ ଲୁଟ ହୋଇଥିବା ଅଭିଯୋଗ
Bhuban, Dhenkanal | Mar 5, 2024
ବସ କର୍ମଚାରି ଙ୍କୁ ନିଶା ଦେଇ ଲୁଟ ଭୁବନ ତା ୫.୨.୨୪ ବସ କର୍ମଚାରି ଙ୍କୁ ନିଶା ଦେଇ ଲକ୍ଷାଧିକ ଟଙ୍କା ମୋବାଇଲ ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନା ରେ ଅଭିଯୋଗ ହୋଇନାହିଁ । ବସ ମଧ୍ୟ ରେ ଶୋଇ ରହିଥିବା ୩ କର୍ମଚାରି ଙ୍କୁ ଅଚେତ୍ ଅବସ୍ଥା ରେ ସ୍ଥାନୀୟ ଲୋକ ଉଦ୍ଧାର କରି ସନ୍ଧ୍ୟା ରେ ଭୁବନ ଡାକ୍ତରଖନା ରେ ଭର୍ତ୍ତି କରିଛନ୍ତି । କର୍ମଚାରି ଙ୍କ ମଧ୍ୟ ରୁ ଡ୍ରାଇଭର ର ଚେତା ଫେରିଆସିଛି । ସେ ସମସ୍ତ ଘଟଣା କହିବା ପରେ ଜଣାଯାଇଛି ଯେ ଥମ୍ସ ଉପ ପିଆଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଜଣାପଡିଛି । ଘଟଣା ରୁ ଜଣାଯାଏ ଯେ ଯାଜପୁର ଜିଲ୍ଲାର ଅଳକୁଣ୍ଡ ଠାରୁ ଦାସ ଏଣ୍ଡ ଦାସ Or ୦୪ଏଚ୍