This browser does not support the video element.
ନୂଆପଡା: ଚାଷୀଙ୍କୁ ସାର ଯୋଗାଣ ଦାବିରେ ଖଡ଼ିଆଳ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧରଣା
Nuapada, Nuapada | Aug 21, 2025
ଚାଷୀଙ୍କୁ ସାର ଯୋଗାଇ ଦେବା ପାଇଁ ଆଜି ୧୨ ଟାରେ ଖଡ଼ିଆଳ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଖଡ଼ିଆଳ କଂଗ୍ରେସ ଦଳ ପକ୍ଷରୁ ଧରଣା ଦିଆଯାଇଥିଲା। ଆସନ୍ତା ୨୪ ତାରିଖ ସୁଦ୍ଧା ୨୫୦୦ ବସ୍ତା ସାର ଚଷୀଙ୍କୁ ଯୋଗାଇ ନ ଦେଲେ ୨୫ ତାରିଖ କୃଷି କାର୍ଯ୍ୟାଳୟକୁ ତାଲା ପକାଇବେ ବୋଲି ଚେତାବନୀ ଦେଇଥିଲେ। କଂଗ୍ରେସ ଆବାହକ କମଳ ଚରଣ ତାଣ୍ଡି, ପ୍ରବୀଣ ପଟ୍ଟନାୟକଙ୍କ ସହ କଂଗ୍ରେସର ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।