Download Now Banner

This browser does not support the video element.

ବଡଚଣା: ବେଣାପୁର ଛକରୁ ବଡ଼ଚଣା ପୋଲିସ ଦ୍ୱାରା ଗୋରୁ ଭର୍ତ୍ତି କଣ୍ଟେନର ଜବତ,15ରୁ ଉର୍ଦ୍ଧ ଗୋରୁ ମୃତ୍ୟୁ,ପୋଲିସରତଦନ୍ତ ଆରମ୍ଭ

Badachana, Jajpur | Sep 2, 2025
ବେଣାପୁର ଛକରୁ ବଡ଼ଚଣା ପୋଲିସ ଦ୍ୱାରା ଗୋରୁ ଭର୍ତ୍ତି କଣ୍ଟେନର ଜବତ,15ରୁ ଉର୍ଦ୍ଧ ଗୋରୁ ମୃତ୍ୟୁ,ପୋଲିସରତଦନ୍ତ ଆରମ୍ଭ l ଯାଜପୁର ଜିଲ୍ଲା ଚଣ୍ଡିଖୋଲ - ପାରାଦ୍ବୀପ ୫୩ନଂ ଜାତୀୟ ରାଜପଥର ବେଣାପୁର ନିକଟରୁ ଗୋରୁ ବୋଝେଇ କଣ୍ଟେନରକୁ ଜବତ କଲା ବଡ଼ଚଣା ପୋଲିସ। କଣ୍ଟେନରରେ ଶତାଧିକ ଗୋରୁ ଥିବା ବେଳେ ଉଦ୍ଧାର ସମୟରେ 15ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ଗୋଚାଲାଣ ହେଉଥିବା ସମୟରେ ବଡ଼ଚଣା ପୋଲିସ ଖବର ପାଇ କଣ୍ଟେନରଟିକୁ ଜବତ କରି ବଡ଼ଚଣା ଥାନା ଅଞ୍ଚଳକୁ ଆଣିଥିଲା।
Read More News
T & CPrivacy PolicyContact Us