This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଜଲଭଣ୍ଡାର ର ଜଳସ୍ତର ସୂଚନା
Sambalpur M, Sambalpur | Aug 30, 2025
ବନ୍ଦ ରହିଛି ହୀରାକୁଦ ର ସମସ୍ତ ସୁଇସ ଗେଟ l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 624.38 ଫୁଟ ରହିଛି l ସନ୍ଧ୍ୟା 6ଟା ସୁଦ୍ଧା ପ୍ରତି ସେକେଣ୍ଡ ରେ ହୀରାକୁଦ ଜଲଭଣ୍ଡାର କୁ 1 ଲକ୍ଷ 1ହଜ଼ାର 688କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡ ରେ ଜଲଭଣ୍ଡାର ରୁ 35ହଜ଼ାର 412କ୍ୟୁସେକ ଜଳ ନିଷ୍କାସନ ହେଉଛି l