Download Now Banner

This browser does not support the video element.

ନୂଆପଡା: ଖରିଆର ରୋଡ଼ ସ୍ଥିତ ନବଜ୍ୟୋତି ବିଦ୍ୟାଳୟରେ ସାଇବର ଆଇନ ଓ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ବିଷୟ ଉପରେ ଆଇନ ସଚେତନତା ଶିବିର

Nuapada, Nuapada | Sep 12, 2025
ଖରିଆର ରୋଡ଼ ନବଜ୍ୟୋତି ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୂଲ୍ୟରେ ସାଇବର ଆଇନ ଓ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ବିଷୟରେ ଆଇନ ସଚେତନତା ଶିବିର ଆଜି ୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଶିବରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ, ଏନ୍.ଏ.ସି. ଅଧ୍ୟକ୍ଷା ସୋନିଆ ଜୈନ, ନୂଆପଡ଼ା ଉପଖଣ୍ଡ ପୁଲିସ ଅଧିକାରୀ ସ୍ଵାଧୀନ ମିଶ୍ର, ଜିଲ୍ଲା ସିଭିଲ୍ ଓକିଲ ସଂଘର ସଚିବ ଦେବଦତ୍ତ ଦୀକ୍ଷିତ, ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜନା ସାହୁ, ଶିକ୍ଷକଗଣ ଅଂଶଗ୍ରହଣ କରି ସାଇବର ଆଇନ ଓ ସାମାଜିକ ଗଣମାଧ୍ୟମରେ ସୁରକ୍ଷା ବିଷୟରେ ଆଇନ ଉପରେ ଆଇନ ସଚେତନତା କରିଥିଲେ ।
Read More News
T & CPrivacy PolicyContact Us