Download Now Banner

This browser does not support the video element.

ଲାଞ୍ଜିଗଡ: ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବାହକ ଯାନର ସୁବିଧା ନଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଅଂଚଳବାସୀ

Lanjigarh, Kalahandi | Sep 3, 2025
କଳାହାଣ୍ଡି ଜିଲ୍ଲାର ଦୁର୍ଗମ ଅଂଚଳ ଥୁଆମୁଳ ରାମପୁର ବ୍ଳଳ . ଏହି ଚୂଳ ଅଂଚଳର ଧାନ ମାଝୀ ଶବ ବାହକ ଯାନ ଅଭାବ କାରଣରୁ ନିଜ ପତ୍ନୀର ଶବ ବୋହି ନେବା ଘଟଣା ସେହି ସମୟରେ ରାଜନୈତିକ ହଟ ଚମଟ ସୃଷ୍ଟି ହେଇଥିଲା। ନେଇ କିନ୍ତୁ ଆଜି ପର୍ଯ୍ୟନ୍ତ ଥୁଆମୁଳ ରାମପୁର ବ୍ଲକ୍ ପାଇଁ ଶବ ବାହକ ଯାନର ସୁବିଧା ମିଳିନାହିଁ। ଯେଉଁଥିପାଇଁ ଅନେକ ସମୟରେ ମୃତକଙ୍କ ପରିବାର ଶବ ନେବା ପାଇଁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ବୁଧବାର ଅପରାହ୍ନରେ ପ୍ରତିକ୍ରିୟା ରଖିଛନ୍ତି ଅଞ୍ଚଳବାସୀ।
Read More News
T & CPrivacy PolicyContact Us