Install App
pandajitu167
This browser does not support the video element.
ବୌଦ୍ଧ ସଦର: ଜିଲ୍ଲାର ୩ ଟି ଥାନାର ଆଇଆଇସି ମାନଙ୍କୁ ଅଦଳ ବଦଳ କଲେ ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ
Baudh Sadar, Boudh (Bauda) | Sep 1, 2025
ସୋମବାର ଦିନ ଜିଲ୍ଲାର ୩ ଟି ଥାନାର ଆଇଆଇସି ମାନଙ୍କୁ ଅଦଳ ବଦଳ କରିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ l ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ କଣ୍ଟାମାଳ ଥାନା, ହରଭଙ୍ଗା ଥାନା ଓ ବୌଦ୍ଧ ଆଦର୍ଶ ଥାନା ଆଇଆଇସିଙ୍କ ମଧ୍ୟରେ ଅଦଳ ବଦଳ ହୋଇଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!