Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ବନ୍ଦ ହେଲା ହୀରାକୁଦର ଆଉ 4ଟି ଗେଟ

Sambalpur M, Sambalpur | Jul 31, 2025
ବନ୍ଦ ହେଲା ହୀରାକୁଦ ର ଆଉ 4 ଟି ଗେଟ l ବର୍ତ୍ତମାନ 8 ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି l ବର୍ତ୍ତମାନ ହୀରାକୁଦ ଜଲଭଣ୍ଡାର ର ଜଲସ୍ତର 610.54 ଫୁଟ ରହିଛି l ଆଜି ସକାଳ 9 ଟା ସୁଦ୍ଧା ହୀରାକୁଦ ଜଲଭଣ୍ଡାରକୁ ପ୍ରତି ସେକେଣ୍ଡ ରେ 1 ଲକ୍ଷ 17 ହଜ଼ାର 037 ଫୁଟ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଜଲଭଣ୍ଡାର ରୁ 1 ଲକ୍ଷ 87 ହଜ଼ାର 993 କ୍ୟୁସେକ ଜଳ ନିଷ୍କାସନ ହେଉଛି l
Read More News
T & CPrivacy PolicyContact Us