Download Now Banner

This browser does not support the video element.

ଝାରସୁଗୁଡା: ବ୍ରଜରାଜନଗର ପୌରକାର୍ଯ୍ୟାଳୟ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି

Jharsuguda, Jharsuguda | Aug 31, 2025
ବ୍ରଜରାଜନଗର ପୌରକାର୍ଯ୍ୟାଳୟ ରେ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଇଛି l ଏହି ଅବସରରେ ନଗରପାଳ ଗୋପାଳ ସୀତାନୀ ପତାକା ଉତ୍ତୋଳନ କରିଥିବାବେଳେ ପୌର କାଉନସିଲର, କର୍ମଚାରୀ, ଅଧିକାରୀ ମାନେ ଉପସ୍ଥିତ ଥିଲେ l ବ୍ରଜରାଜନଗର ପୌରପରିଷଦକୁ ଏକ ବିକଶିତ ପୌରପରିଷଦ କରିବା ପାଇଁ ବିଭିନ୍ନ ଆଲୋଚନା କରାଯିବା ସହ ସାମ୍ବାଦିକ ଉପନ ଚରଣ ସାହୁ ଙ୍କୁ ସାମ୍ବାଦିକତା କ୍ଷେତ୍ରରେ ଯୋଗଦାନ ପାଇଁ ସମ୍ମାନିତ କରାଯାଇଛି l
Read More News
T & CPrivacy PolicyContact Us