Download Now Banner

This browser does not support the video element.

ତଲସରା: ଲିଟିବେଡ଼ା ଠାରେ କୁତ୍ରା ପୋଲିସ ପକ୍ଷରୁ ମଦୁଆ ବାଇକ ଚାଳକ ଗିରଫ

Talasara, Sundargarh | Aug 23, 2025
ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଠାରେ କୁତ୍ରା ପୋଲିସ ପକ୍ଷରୁ ଯାନ ବାହାନ କାଗଜପତ୍ର ଖାନତଲାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଲିଟିବେଡା ର ମଦୁଆ ବାଇକ ଚାଳକ ଜନସନ ମିଞ୍ଚ କୁ ଗିରଫ କରି ନୋଟିସ ଦେଇ ଛାଡ଼ିଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us