Download Now Banner

This browser does not support the video element.

କୋରାପୁଟ ସହର: କୋରାପୁଟ ରେଲୱେ ରାସ୍ତାରେ ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଜଣେ ଆହତ

Koraput Town, Koraput | Aug 23, 2025
କୋରାପୁଟ ରେଲୱେ ଷ୍ଟେସନ ରାସ୍ତାରେ ପୋଲିସ୍ ବୋଲେରୋ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି। ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଖାଲରେ ଖସି ପଡ଼ିଥିବା ଆଜି ସକାଳ ସମୟରେ ଦେଖିବାକୁ ମିଳିଛି। ସୁଚନାଯୋଗ୍ୟ ଶୁକ୍ରବାର ମଧ୍ୟ ରାତିରେ ପୋଲିସ୍ ବୋଲେରୋ ଦୁର୍ଘଟଣା ଘଟିଛି। ବୋଲେରୋ କୋରାପୁଟ ଅତିରିକ୍ତ ଏସପିଙ୍କ ହୋଇଥିବା ଜଣା ପଡିଛି ଜଣେ ଆହତ ହୋଇଥିବା ଆଜି ୯ ଟା ସମୟରେ କୋରାପୁଟ ପୁଲିସ ସୂଚନା ଦେଇଛନ୍ତି।
Read More News
T & CPrivacy PolicyContact Us