Download Now Banner

This browser does not support the video element.

ଅନୁଗୋଳ: ଅନୁଗୋଳ ସହରର ବିଭିନ୍ନ ସ୍ଥାନରୁ ଚୋରୀ କରିବା ଅଭିଯୋଗରେ ଚାରି ଗିରଫ

Anugul, Angul | Sep 2, 2025
ଗତ ତା ୧୧/୮/୨୦୨୫ରଖ ରାତିରେ ଶିକ୍ଷକପଢାରେ ଥ‌ିବା ମିଳେନିଅସ ଆଡ୍ଡା ନାମକ ଏକ ରେଷ୍ଟୁରାଣ୍ଡରୁ ଗ୍ୟାସ ଚୁଲୁ।, ୪ଟି ନୂଆ ସିଲଭର ହଣ୍ଡା,ସ୍ଟିଲ ବାସନ କୁସନ, ଶିମିଳିପଡା ପଞ୍ଚମୁଖୀ ମାର୍କେଟର ରାଧେ ଜେରକ୍ସ ଦୋକାନ,ବିଶ୍ୱକର୍ମା ଦୋକାନ ର ଏସି ପାଇପ ଗତ ତା ୧୪/୮/୨୦୨୫ରିଖରେ ଓ ସୁନୀଲ ପ୍ରଧାନଙ୍କ ଅଫିସରେ ଲାଗିଥିବା ଏସି ପାଇପ ଗତ ୨୯/୮/୨୦୨୫ ରିଖରେ ଚୋରୀ ହୋଇଥିଲା ଓ ଶିକ୍ଷକପଡାର ପ୍ରିୟବ୍ରତ ରାଉତଙ୍କ ଘର ସାମ୍ନାରୁ ଗତ ୩୧/୮/୨୦୨୫ରିଖରେ ୪ ଗୋଟି କମାର୍ସିୟାଲ ଗ୍ୟାସ ସିଲିଣ୍ଡର ଚୋରୀ ହୋଇଥିବାର ରିପୋର୍ଟ ହୋଇଥିଲା । ଏହି ସମ୍ବନ୍ଧରେ ଉପୋରୁକୁ କେସ ରୁଜୁ ହୋଇ ତଦନୁ ବେଳେ ବିଶେଷ ସୂତ
Read More News
T & CPrivacy PolicyContact Us