Download Now Banner

This browser does not support the video element.

କଣ୍ଟାବାଞ୍ଜି: ମୁରିବାହାଲ ବନାଞ୍ଚଳ ତିକ୍ଷାରୀ ସଂରକ୍ଷଣ ଜଙ୍ଗଲ ରତ୍ନ ପଥର ଖନନ ବେଳେ ମୁରିବାହାଲ ବନ ବିଭାଗ ଚଢ଼ାଉ

Kantabanji, Balangir | Sep 1, 2025
ବଲାଙ୍ଗିର ମୁରିବାହାଲ ବନାଞ୍ଚଳ ଅଧିନସ୍ଥ ଜୟତରା ସେକସନ ତିକ୍ଷାରୀ ସଂରକ୍ଷଣ ଜଙ୍ଗଲ ସୋମବାର ଦିନ କିଛି ମାଫିଆ ଜେସିବି ରେ ରତ୍ନ ପତ୍ର ଖନନ କରୁଥିବା ସମୟରେ ମୁରିବାହାଲ ବନ ବିଭାଗ ଚଢ଼ାଉ କରିଥିଲା। ବନ ବିଭାଗ କୁ ଦେଖି ରତ୍ନ ପଥର ଖନନ କରୁଥିବା ଡ୍ରାଇଭର ସହ ସହଯୋଗୀ ମାନେ ଫେରାର ମାରିଛନ୍ତି। ବନ ବିଭାଗ ଖନନ କରୁଥିବା ଜେସିବି ମେସିନ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି।
Read More News
T & CPrivacy PolicyContact Us