Download Now Banner

This browser does not support the video element.

କଣ୍ଟାମାଳ: କଣ୍ଟାମାଲ ବ୍ଲକ କାର୍ଯ୍ୟଳୟ ଶମ୍ବୁଖରେ ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭ ଉଦଘାଟନ

Kantamal, Boudh (Bauda) | Sep 3, 2025
ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭ ଉଦଘାଟନ କଣ୍ଟାମାଲ ବ୍ଲକ କାର୍ଯ୍ୟଳୟ ଶମ୍ବୁଖରେ ଭ୍ରାମ୍ୟମାଣ ଚାରା ବିତରଣ ଯାନର ଶୁଭ ଉଦଘାଟନ ହୋଇଛି I ମୁଖ୍ୟ ଅଥିତି ଭାବରେ କଣ୍ଟାମାଲ BDO ସାମି ଜୟଶ୍ରୀ ରେଡି ଯୋଗଦେଇ ସବୁଜ ପତାକା ଦେଖାଇ ଉତଘାଟନ କରିଛନ୍ତି I ଏହି କାର୍ଯ୍ୟକ୍ରମ ରେ ତହସିଲଦାର କଣ୍ଟାମାଲ ରେଞ୍ଜର ବନବିଭାଗ କର୍ମଚାରୀ ସରପଞ୍ଚ ଓ ଅନ୍ୟ ମାନେ ଉପସ୍ଥିତ ରହିଥିଲେ I ଏହି ରଥବିଭିନ୍ନ ପଂଚାୟତ କୁ ଯାଇ ଚାରା ବାଣ୍ଟନ ଶହ ସବୁଜବନାନୀ ଉଦେଶ୍ୟ ରେ ବୁଲିବ I
Read More News
T & CPrivacy PolicyContact Us