This browser does not support the video element.
କେନ୍ଦ୍ରାପଡା: ରାଜନଗର ବ୍ଲକ ହାତିନା ପଞ୍ଚାୟତ ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ଉଦ୍ଧାର ହୋଇଛି କୁମ୍ଭୀର
Kendrapara, Kendrapara | Aug 26, 2025
ରାଜନଗର ବ୍ଲକ ହାତିନା ପଞ୍ଚାୟତ ପେଣ୍ଠ ଗ୍ରାମର ରବୀନ୍ଦ୍ର ମହାନ୍ତିଙ୍କ ପୋଖରୀରୁ ଉଦ୍ଧାର ହୋଇଛି କୁମ୍ଭୀର । ୮ ଫୁଟ ୨ଇଞ୍ଚ ଲମ୍ବର ଏହି କୁମ୍ଭୀରଟିକୁ ବନ କର୍ମଚାରୀ ମାନେ ଜାଲ ସାହାଯ୍ୟରେ ଉଦ୍ଧାର କରିଛନ୍ତି। ଫରେଷ୍ଟର ବିଜୟ ପାତ୍ରଙ୍କ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଦୋଳଗୋବିନ୍ଦ ନାୟକ, ତ୍ରିଦେବ ପ୍ରଧାନ , ସବିତା ବେହେରାଙ୍କ ସହ କର୍ମଚାରୀ ଚନ୍ଦନ ସେଠି, ସଞ୍ଜୟ ସେଠି, କଳାକାର ବେହେରା, ଦୁର୍ୟୋଧନ ଦାସ, ଚନ୍ଦ୍ରକାନ୍ତ ଦାସ, ରଞ୍ଜନ ସେଠି, ରାମଚନ୍ଦ୍ର ନାୟକ, ଅକ୍ଷୟ କୁମାର ଜେନା ଅଞ୍ଜନ ରାଉତ ପ୍ରମୁଖ ସାମିଲ ହୋଇ କୁମ୍ଭୀରଟିକୁ ଉଦ୍ଧାର କରିଥିଲେ।