Download Now Banner

This browser does not support the video element.

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ନିକଟରେ ସ୍ୱର୍ଗତ ଓକିଲ ପୀତବାସ ପଣ୍ଡା ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ l

Jharsuguda, Jharsuguda | Oct 8, 2025
ଝାରସୁଗୁଡା ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ନିକଟରେ ସ୍ୱର୍ଗତ ଓକିଲ ପୀତବାସ ପଣ୍ଡା ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ l ଝରସୁଗୁଡା ଜିଲ୍ଲା ଓକିଲ ସଙ୍ଘ ପକ୍ଷରୁ ଆଜି ବୁଧବାର ପୂର୍ବାହ୍ନ ୧୧ ଟା ରୁ ଅପରାହ୍ନ ୨ ଟା ଯାଏଁ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଝାରସୁଗୁଡା ଓକିଲ ସଙ୍ଘ ର ସଭାପତି ଙ୍କ ସହ ସଦସ୍ୟ ମାନେ ଉପସ୍ଥିତଥିଲେ l ସ୍ବର୍ଗତ ପୀତବାସ ପଣ୍ଡା ଙ୍କ ଫୋଟୋ ଚିତ୍ର ରେ ମାଲ୍ୟାର୍ପଣ କରିବା ସହ ତାଙ୍କ ସ୍ମୃତିଚାରଣ କରାଯାଇଛି l
Read More News
T & CPrivacy PolicyContact Us