This browser does not support the video element.
କଟକ ପୌରାଞ୍ଚଳ: କନ୍ତୋଲ ହାଟସାହିରୁ ଗୋ ମାଫିଆ ହାସନ ଖାନକୁ ଗିରଫ କଲା ତିଗିରିଆ ଥାନା ପୋଲିସ
Cuttack M Corp PS, Cuttack | Sep 10, 2025
କଟକ ଜିଲ୍ଲା କନ୍ତୋଲ ହାଟସାହିରେ ଥିବା ଏକ ଘରେ ଚଢ଼ାଉ କରି ଗୋ ମାଫିଆ ହାସନ ଖାନକୁ ଗିରଫ କରିଛି ତିଗିରିଆ ଥାନା ପୋଲିସ। ଅଭିଯୁକ୍ତ ହାସନ ଜଣେ ପେଶାଦାର ଗୋ ମାଫିଆ ଥିବା ବେଳେ ପୋଲିସ ତାକୁ ଆଜି ଗିରଫ କରିଛି। ଅଭିଯୁକ୍ତକୁ ବୁଧବାର ସନ୍ଧ୍ୟା ୭.୩୦ ମିନିଟ ସମୟରେ କୋର୍ଟ ଚାଲାଣ କରାଯାଇଛି। ତେବେ ହାସନ ନାଁରେ ଗୋ ତସ୍କରୀ ସହ ଗୋ ହତ୍ୟା କରିବା ଭଳି ଅନେକ ମାମଲା ବିଭିନ୍ନ ଥାନାରେ ରହିଛି।