Install App
sushantpattnayak1983
This browser does not support the video element.
ମାଲକାନଗିରି: ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ମାଲକାନଗିରି ଜିଲ୍ଲାର ଚମ୍ପା ରାସପେଦାଙ୍କୁ ଭୁବନେଶ୍ବର ଠାରେ ସମ୍ବର୍ଦ୍ଧନା ଦେଲେ ରାଜ୍ଯପାଳ
Malkangiri, Malkangiri | Sep 6, 2025
ଜନଜାତିର ଝିଅ ଚମ୍ପା ରାସପେଦା ଦିଦାୟୀ ସମ୍ପ୍ରଦାୟରୁ ପ୍ରଥମ ଡାକ୍ତର ହେବାକୁ ଯାଉଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତାଙ୍କ ପାଠପଢାର ଯାତ୍ରା ଫୁଲ ପରି ନୁହେଁ ଗୋଲାପର କଣ୍ଟା ଭଳି କଣ୍ଟକିତ ଥିଲା । ଶନିବାର ପୂର୍ବାହ୍ନରେ ଭୁବନେଶ୍ଵର ସ୍ଥିତ ରାଜଭବନ ଠାରେ ମହାମହିମ ରାଜ୍ଯପାଳ ହରିବାବୁ କମ୍ଭମପତି ଚମ୍ପାକୁଂ ସମ୍ବର୍ଦ୍ଧନା ଦେଇଛନ୍ତି ।
Share
Read More News
T & C
Privacy Policy
Contact Us
Your browser does not support JavaScript!