This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଭୁବନେଶ୍ୱର ବିମାନ ବନ୍ଦରରୁ ଦୁବାଇ ସିଗାରେଟ ଜବତ ଘଟଣା, STF ଅଫିସରେ ଏସ୍ପି ଙ୍କ ପ୍ରତିକ୍ରିୟା
Bhubaneswar M Corp, Khordha | Sep 13, 2025
ପାର୍ବଣ ରେ ଦାମୀ ନିଶାର ଚାହିଦା | ବିଦେଶରୁ ଭୁବନେଶ୍ୱର ବିମାନ ବନ୍ଦରକୁ ଆସୁଛି ଦାମୀ ନିଶା | ନିଶା ବେପାରୀଙ୍କ ଭାୟା ପାଲଟିଛି ଭୁବନେଶ୍ୱର ବିମାନ ବନ୍ଦର | ଗତ ଦୁଇମାସରେ ଭୁବନେଶ୍ୱର ବିମାନ ବନ୍ଦରରୁ ଜବତ ହେଲାଣି 4ଥର ଦାମୀ ନିଶା | ବ୍ୟାଙ୍କକ ଏବଂ ଦୁବାଇ ରୁ ଭୁବନେଶ୍ୱର ବିମାନ ବନ୍ଦର ଦେଇ ବିଭିନ୍ନ ରାଜ୍ୟ କୁ ହେଉଛନ୍ତି ଦାମୀ ନିଶା କାରବାର | ଗତକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଜଣେ ପାସେଞ୍ଜର ଙ୍କ ଠାରୁ 50ହଜାର ଷ୍ଟିକ ଦୁବାଇ ସିଗାରେଟ ଜବତ କରିଛି କଷ୍ଟମ ବିଭାଗ | ବ୍ୟାଗରେ ଭର୍ତ୍ତି କରି ଆଣିଥିଲେ | ଚେକିଂ ବେଳେ ମାଡି ବସିଲା ତଦନ୍ତକାରି ଟିମ |