This browser does not support the video element.
ଭୁବନ: ଓଢ଼ିଶ ଠାରେ ଦୁବୃର୍ତ୍ତ ମାଡ ରେ ଡ୍ରାଇଭର ସଂଘ ସଭାପତି ଗୁରୁତର ଜଣେ ଗିରଫ
Bhuban, Dhenkanal | Mar 6, 2024
ଓଢ଼ିଶ ଠାରେ ଦୁବୃର୍ତ୍ତ ମାଡ ରେ ଡ୍ରାଇଭର ସଂଘ ସଭାପତି ଗୁରୁତର ଭୁବନ ତା ୬.୨.ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ୍ ଗ୍ରାମରେ ସନ୍ଧ୍ୟା ପ୍ରାୟ ୭.୩୦ସମୟରେ ଦୁବୃର୍ତ୍ତ ଙ୍କ ମାଡରେ ଡ୍ରାଇଭର ସଂଘ ସଭାପତି ଗୁରୁତର ହୋଇ ଡାକ୍ତର ଖାନରେ ଭର୍ତ୍ତି ହୋଇଛନ୍ତି । ଘଟଣା ରୁ ଜଣାଯାଇଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଖଣି ଅଞ୍ଚଳ ରୁ ନିଜ ର ବ୍ୟବସାୟିକ କାମ ସାରି ଘର କୁ ଫେରୁଥିଲେ ଡ୍ରାଇଭର ସଂଘ୍ ସଭାପତୀ ସନ୍ତୋଷ କୁମାର ପଟ୍ଟନାୟକ । ଓଡ଼ିଶ ଗ୍ରାମ ମଝି ରେ ମଟର ସାଇକେଲ କୁ ଅଟକାଇ ଥିଲେ ଯଦମଣି ସେନାପତି । ମାଡ ମାରି ୪୭୦୦ ଟଙ୍କା ଛଡାଇ ନେଇଥିଲେ।