Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ଚକରାପାଢି ଠାରେ ଅଗ୍ରପୂଜ୍ୟ ସିଦ୍ଧି ବିନାୟକ ବାବା ଗଣେଷ ଙ୍କ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ବିଧାୟକ

Bhadrak Rural, Bhadrak | Aug 28, 2025
ପୂଜା ମଣ୍ଡପ ବୁଲି ଆଶୀର୍ବାଦ ଭିକ୍ଷା କଲେ ବିଧାୟକ। ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଚାରି ଗାଁ ଚକରାପାଢି ଠାରେ ଅଗ୍ରପୂଜ୍ୟ ସିଦ୍ଧି ବିନାୟକ ବାବା ଗଣେଶ ପୂଜା ମଣ୍ଡପରେ ଭଣ୍ଡାରିପୋଖରୀ ବିଧାୟକ -ସଂଜୀବ୍ କୁମାର ମଲ୍ଲିକ ଯୋଗଦେଇ ପ୍ରଭୁ କୃପା ଲାଭ କରିବା ସହ ଅଞ୍ଚଳ ବାସୀଙ୍କ ସମୃଦ୍ଧି କାମନା କରିଛନ୍ତି ବିଧାୟକ। ତେବେ ତାଙ୍କ ସହ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀ ଓ ଅନ୍ୟାନ୍ୟ ଅତିଥି ବୃନ୍ଦ ଉପସ୍ଥିତ ଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us