Download Now Banner

This browser does not support the video element.

ଆଠମଲ୍ଲିକ: ବିଜେଡ଼ିର ଗୁଣ୍ଡାରାଜକୁ ନେଇ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକ୍ରିୟା ରଖିଲେ ବିଜେପି ଜିଲ୍ଲା ସଭାପତି

Athmallik, Angul | Apr 10, 2024
କିଶୋରନଗର ମଣ୍ଡଳ ପର୍ଯ୍ୟବେକ୍ଷକଙ୍କୁ ବିଜେଡି ନେତା ମାରିବା ପାଇଁ ଧମକ ଦେଇଥିବା ଅଭିଯୋଗ କରି ମଙ୍ଗଳବାର ବିଜେପି ପକ୍ଷରୁ କିଶୋରନଗର ଥାନାରେ ଏତେଲା ଦିଆଯାଇଛି। ଏହା ସହିତ ଜିଲ୍ଲା ବିଜେପି ସଭାପତି ଦିଲେଶ୍ୱର ପ୍ରଧାନଙ୍କ ନେତୃତ୍ଵରେ ଏକ ପ୍ରତିନିଧି ମଣ୍ଡଳୀ ଆଠମଲ୍ଲିକ ଉପଜିଲ୍ଲାପାଳଙ୍କୁ ଭେଟିଥିବା ଜଣାଯାଇଛି।
Read More News
T & CPrivacy PolicyContact Us