Download Now Banner

This browser does not support the video element.

ବଡସାହି: ବଡସାହିବ୍ଲକ ବିଭାଜନକରି ସାନକେରକ ଠାରେ ନୂତନବ୍ଲକ ପ୍ରତିଷ୍ଠା ପାଇଁ ମୟୁରଭଞ୍ଜ ଜିଲ୍ଲାପାଳଙ୍କୁ ସକ୍ଷାତକରି ଦାବିପତ୍ର ପ୍ରଦାନକଲେ ଅଞ୍ଚଳବାସୀ

Barsahi, Mayurbhanj | Sep 1, 2025
ବଡ଼ସାହି ବ୍ଲକ ତଥା ଥାନା ଅଧୀନ ୨୨ନମ୍ବର ଜୋନ ଅନ୍ତର୍ଗତ ୧୧ଗୋଟି ପଞ୍ଚାୟତକୁନେଇ ବଡ଼ସାହି ବ୍ଲକ ବିଭାଜନ ପୂର୍ବକ ସାନକେରକଠାରେ ନୂତନବ୍ଲକ ଗଠନ ପାଇଁ ସୋମବାର ଅପରାହ୍ନ ଚାରିଟାରେ ଜିଲ୍ଲାପାଳଙ୍କୁ ସାକ୍ଷାତକରି ଲିଖିତ ଦାବିପତ୍ର ପ୍ରଦାନକଲେ ବାରିପଦା ସଦର ବିଧାୟକ ପ୍ରକାଶ ସୋରେନଙ୍କ ସମେତ ଜାରକାଣି, ପୂର୍ଣ୍ଣଚନ୍ଦ୍ରପୁର, ଯଦୁନାଥପୁର, ନାଉପାଳ, ଗୁଡ଼ିଆଲବନ୍ଧ, ସାନକେରକ, ଖାନୁଆ, ଟଙ୍ଗାଶୋଳ, ଉଠାଣି ନୂଆଗାଁ ଜନପ୍ରତିନିଧି ସାମିଲ ଥିଲେ l
Read More News
T & CPrivacy PolicyContact Us