Install App
sushantpattnayak1983
This browser does not support the video element.
ଛତ୍ରପୁର: ଇନଷ୍ଟା ଗ୍ରାମରେ ଆପତ୍ତି ଜନକ ଫୋଟ ପୋଷ୍ଟ୍ ଓ ମେସେଜ କରି ବ୍ରହ୍ମପୁର ସାଇବର ଥାନା ପୋଲିସ ଦ୍ବାରା ଗିରଫ ହେଲେ ଦୁର୍ବନ୍ଧ ଗ୍ରାମର ଯୁବକ
Chhatrapur, Ganjam | Sep 12, 2025
ସୋସିଆଲ ମିଡିଆରେ ଆପତ୍ତି ଜନକ ଫୋଟ ପୋଷ୍ଟ କରିବା ପଡିଲା ମହଙ୍ଗା। ଅଭିଯୋଗ ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ସାଇବର ଥାନା ପୋଲିସ। ନାବାଳିକାକଂ ସୋସିଆଲ ମିଡ଼ିଆ ଇନଷ୍ଟା ଗ୍ରାମ ପ୍ଲାଟଫର୍ମ ରେ ଆପତ୍ତି ଜନକ ଫୋଟ ପୋଷ୍ଟ କରିବା ସହ ଖରାପ ମେସେଜ କରିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବେଲଗାଁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ଶିବାନନ୍ଦ ରାଉଳ କୁ ଶୁକ୍ରବାର ପୂର୍ବାହ୍ନରେ ବ୍ରହ୍ମପୁର ସାଇବର ଥାନା ପୋଲିସ ଗିରଫ କରିଛି ।
Share
Read More News
T & C
Privacy Policy
Contact Us
Your browser does not support JavaScript!