This browser does not support the video element.
ଟିଟିଲାଗଡ: ସଇଁତଳା ବ୍ଲକ କାର୍ଯ୍ୟାଳୟରେ ଭତ୍ତା ବଣ୍ଟନ ଓ ରୋଗୀ କଲ୍ୟାଣ ସମିତି ବୈଠକରେ ଯୋଗଦେଲେ ବିଧାୟକ ନବୀନ ଜୈନ
Titlagarh, Balangir | Aug 25, 2025
ସଇଁତଲା ବ୍ଲକ କାର୍ଯ୍ୟାଳୟରେ ଭିନ୍ନକ୍ଷମ ଓ ବିଧବା ଭତ୍ତା ବଣ୍ଟନ ଓ ରୋଗୀ କଲ୍ୟାଣ ସମିତି ବୈଠକରେ ବିଧାୟକ। ନୂତନ ଭାବରେ ଭତ୍ତା ପାଇଥିବା ହିତାଧିକାରୀଙ୍କୁ ଭିନ୍ନକ୍ଷମ ଓ ବିଧବା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେଇ ହିତାଧିକାରୀଙ୍କୁ ବଣ୍ଟନ କଲେ ବିଧାୟକ, ତାପରେ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକରେ ସଭିଙ୍କ ସହ ଆଲୋଚନା ସହ କିଭଳି ଏଠାରେ ଚିକିତ୍ସା ବ୍ୟବସ୍ଥା ଆହୁରି ସୁଦୃଢ ହେବ ସେ ନେଇ ସଭିଙ୍କ ମତାମତ ଶୁଣିବା ସହ ଆମ ସରକାରଙ୍କ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି।