Download Now Banner

This browser does not support the video element.

କୋରାପୁଟ ସହର: ଚିକାମ୍ବ ପଞ୍ଚାୟତ ଗୁନର ନିକଟରେ ଗଛ ପଡି ଦୁଇ ଘଣ୍ଟା ରାସ୍ତା ଅବରୋଧ ଅଗ୍ନି ସମ ବିଭାଗ ଦ୍ଵାରା ହଟିଲା ଗଛ

Koraput Town, Koraput | Aug 25, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ବର୍ଷା ସାଙ୍ଗକୁ ପବନ ମଧ୍ୟ ବହୁଛି  ଯାହାର ପ୍ରଭାବରେ ରାତିରେ ରାସ୍ତା କଡ଼ରେ ଥିବା ଏକ ଆମ୍ବ ଗଛ ରାସ୍ତା ଉପରେ ପଡି ଅବରୋଧ ହୋଇ ଥିଲା। ବ୍ଲକ ସଦର ମହକୁମା ଠାରୁ ଗିର୍ଲି ଗୁମାକୁ ସଂଯୋଗ କରୁଥିବା ଚିକାମ୍ବ ପଞ୍ଚାୟତ ଅଧିନସ୍ଥ ଗୁନର ନିକଟସ୍ଥ ରାସ୍ତା ଉପରେ ଗଛ ପଡି ଅବରୋଧ ହୋଇଥିବା ଦେଖିବାକୁ ମିଳି ଥିଲା। ସକାଳ ଠାରୁ  ଦିର୍ଘ ତିନି ଘଣ୍ଟା କାଳ ରାସ୍ତାରେ ଯାନ ବାହାନ ଯାତାୟତ ଠପ୍ ହୋଇ ଯାଇ ଥିଲା।  ଖବର ପାଇ ତୁରନ୍ତ ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସାଙ୍ଗେ ‌ସାଙ୍ଗେ ସ୍ଵାଭାବିକ କରିଥିଲେ।
Read More News
T & CPrivacy PolicyContact Us