This browser does not support the video element.
ସୁନ୍ଦରଗଡ ସହର: JDR ହୋଟେଲ ରେ ବାବା ବଳିଆ ଙ୍କ ସଚେତନତା ସଭା ଅନୁଷ୍ଠିତ।ଯୋଗଦେଲେ ପୌର ଅଧକ୍ଷା ।
Sundargarh Town, Sundargarh | Jul 9, 2024
JDR ହୋଟେଲ ରେ ପୂଜ୍ୟ ପୂଜକ ପଦ୍ମଶ୍ରୀ ବାବା ବଳିଆ ଙ୍କ ପରିବେଶ, ଗଣତନ୍ତ୍ର ଓ ଧର୍ମ ଉପରେ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ସୁନ୍ଦରଗଡ଼ ପୌରପାଳିକା ର ପୌର ଅଧକ୍ଷା ଶ୍ରୀମତୀ ତନୟା ମିଶ୍ର ଯୋଗଦେଇଥିଲେ। ସଭାକୁ ଲୀଳାଧର କାଲୋ ପରିଚାଳନା କରିଥିଲେ। ସଭାରେ ବହୁ ମାତ୍ର ରେ ଜନସାଧାରଣ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।