Download Now Banner

This browser does not support the video element.

କେନ୍ଦୁଝର ସଦର: ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ବିଶ୍ଵକର୍ମା ଅପରେଟର ସଂଘ

Kendujhar Sadar, Kendujhar | Jan 6, 2025
କେନ୍ଦୁଝର ଜିଲ୍ଲାରେ ଥିବା ବିଭିନ୍ନ ଖଣି ଓ କାରଖାନା ରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି କୁ ଅଗ୍ରାଧିକାର,୫୨୦ ନମ୍ୱର୍ ଜାତୀୟ ରାଜପଥ ର ପ୍ରସତିକରଣ ପାଇଁ ଏସ ଆର ଏସ କନଷ୍ଟ୍ରକ୍ସନ୍ ଦ୍ଵାରା ମାଶିଣାବିଲା ରେ କରିଥିବା କାର୍ଯ୍ୟାଳୟ ରେ ବାରମ୍ବାର ସ୍ଥାନୀୟ ଅପରେଟର ନିଯୁକ୍ତି ଦାବି ରେ କର୍ତୃପକ୍ଷ ଙ୍କୁ ବିଶ୍ଵକର୍ମା ଅପରେଟର ସଂଘ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ କର୍ତୃପକ୍ଷ ଶୁଣିନଥିବା ଅଭିଯୋଗ କରି ଆଜି ୧ଟା ରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।ଦାବି ପୂରଣ ନହେଲେ ଆଗାମୀ ଦିନରେ ବାଧ୍ୟ ହୋଇ ଚରମ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବେବୋଲି ଚେତାବନୀ ଦେଇଛି ସଂଘ।
Read More News
T & CPrivacy PolicyContact Us