Download Now Banner

This browser does not support the video element.

ନୟାଗଡ: CITU ତରଫରୁ ଆଶା କର୍ମୀଙ୍କ ତୃତୀୟ ଭାପୁର ବ୍ଲକ ସମ୍ମିଳନୀ ଜହରକୋଟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ

Nayagarh, Nayagarh | Sep 8, 2025
CITU ତରଫରୁ ଆଶା କର୍ମୀଙ୍କ ତୃତୀୟ ଭାପୁର ବ୍ଲକ ସମ୍ମିଳନୀ ଜହରକୋଟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ଭାପୁର ସେପ୍ଟେମ୍ବର ଓଡିଶା ଆଶା କର୍ମୀ ଆସୋସିଏସନ ର ତୃତୀୟ ବ୍ଲକ ବ୍ଳକ ସମ୍ମିଳନୀ CITU ନେତୃତ୍ୱ ରେ ଜହରକୋଟ କଲ୍ୟାଣ ମଣ୍ଡପ ଠାରେ ସାଥୀ ଶଶୀକଳା ନାୟକ ଙ୍କ ସଭାପତିତ୍ବରେ ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସଂଗଠନ ର ଲାଲ ଝଣ୍ଡା କୁ ଆନୁଷ୍ଠାନିକ ଭାବେ ବ୍ଲକ ସଭାନେତ୍ରୀ ଶଶୀକଳା ନାୟକ ଉତ୍ତୋଳନ କଲା ପରେ ସହିଦବେଦି ରେ ମାଲ୍ୟାର୍ପଣ ପରେ ଶହୀଦ ଙ୍କ ପ୍ରତି ଏକ ମିନିଟି ଶୋକ ଶ୍ରଦ୍ଧାଞ୍ଜଳି ଜ
Read More News
T & CPrivacy PolicyContact Us