Download Now Banner

This browser does not support the video element.

ନର୍ଲା: ଏମ ରାମପୁର ଠାରେ ଏନଏସି ଦାବି ନେଇ ବନ୍ଦ ଡାକରା।

Narala, Kalahandi | Sep 4, 2025
କଳାହାଣ୍ଡି ଜିଲ୍ଲା ଜୟପାଟଣା ଓ ନର୍ଲା କୁ ୩୧ ତାରିଖ ସରକାର ଏନ୍ ଏ ସି ଘୋଷଣା କରିଥିବା ବେଳେ ଏମ୍ ରାମପୁର ତାଲିକାରୁ ବାଦ୍ ପଡିଛି। ପୂର୍ବ ସରକାର ଏମ୍ ରାମପୁର କୁ ଭୈ।ଗଲିକ ଦୃଷ୍ଟି କୋଣରୁ ଦେଖି ଏନ୍ ଏ ସି ଘୋଷଣା କରିଥିଲେ। ହେଲେ ବର୍ତ୍ତମାନର ସରକାର ପ୍ରଥମ ପର୍ଯ୍ୟାୟରେ ୧୨ ଗୋଟ ଓ ଦ୍ଵିତୀୟ ପର୍ଯ୍ୟାୟରେ ରବିବାର ସରକାର ୭ଗୋଟି ଏନ୍ ଏ ସି ଘୋଷଣା କରିଛନ୍ତି। ହେଲେ ସେଥିରୁ ଏମ୍ ରାମପୁର ବାଦ୍ ପଡିଛି।ଫଳରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଆନ୍ଦୋଳନ ଦେଖାଦେଇଛି ତେଣୁ ଏମ୍ ରାମପୁର କୁ ଏନ୍ ଏ ସି ଓ ରାଜସ୍ବ ସବ୍ ଡିଭିଜନ ମାନ୍ୟତା ଦାବି କରିଛନ୍ତି ସ୍ଥାନୀୟ ଲୋକେ
Read More News
T & CPrivacy PolicyContact Us