Download Now Banner

This browser does not support the video element.

ଖରିଆର: ଖଡିଆଳ ରାଜାପଡ଼ା ଠାରେ ନବରାତ୍ର ଶାରଦୀୟ ଦୁର୍ଗା ପୂଜା ନେଇ ପ୍ରତିକ୍ରିୟା ରଖିଲେ ସଭାପତି ଦେବ ଦେବ ପ୍ରସାଦ ସିଂହଦେଓ

Khariar, Nuapada | Sep 26, 2025
ଖଡିଆଳ ରାଜାପଡ଼ା ଠାରେ ଶାରଦୀୟ ଦୁର୍ଗା ପୂଜା ଷୋଡ଼ଶ ଉପଚାରରେ ପାଳିତ ହେଉଛି। ନବା ଦିନାତ୍ମକ ପୂଜା ମାଁ ଜଗତ ଜନନୀ ଦୁର୍ଗାଙ୍କ ସତ୍ୱିକ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଦେବୀଙ୍କୁ ସକାଳ ଓ ସନ୍ଧ୍ୟା ଆଳତିରେ ବିପୁଳ ଜନ ସମାଗମ ହେଉଛି । ଏନେଇ ଆଜି ୧୨ ଟାରେ ରାଜାପଡ଼ା ଠାରେ ପ୍ରତିକ୍ରିୟା ରଖିଛନ୍ତି ଯୁବରାଜ ତଥା ଦୂର୍ଗାପୂଜା କମିଟି ସଭାପତି ଦେବ ଦେବ ପ୍ରସାଦ ସିଂହଦେଓ।
Read More News
T & CPrivacy PolicyContact Us