Download Now Banner

This browser does not support the video element.

ଟିଟିଲାଗଡ: ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଂଗ୍ରେସ ଦଳ ତରଫରୁ ସଙ୍ଗଠନ ଶ୍ରୀଜନ ଅଭିଯାନ

Titlagarh, Balangir | Sep 9, 2025
କଂଗ୍ରେସ ଦଳର ଜିଲ୍ଲା ସଭାପତି ଚୟନ ପାଇଁ ଟିଟିଲାଗଡ଼ରେ କଂଗ୍ରେସ ନେତୃତ୍ବଙ୍କ ଡେରା । କଂଗ୍ରେସ ଦଳକୁ ମଜବୁତ୍ କରିବା ପାଇଁ ପ୍ରଥମେ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ କରିଛି କଂଗ୍ରେସ ଦଳ। ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ସକାଳ ୧୧ ଟାରୁ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ କଂଗ୍ରେସର ବରିଷ୍ଠ ନେତା ଏ ଆଇ ସି ସି ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଚିନ୍ନପା, ରାଜ୍ୟ ପ୍ରଭାରୀ ନିମାଇଁ ସରକାର ପର୍ଯ୍ୟବେକ୍ଷକ ହୋଇ କଂଗ୍ରେସ କର୍ମୀ ତଥା ନେତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ କିଏ ଜିଲ୍ଲା ସଭାପତି ହେଲେ ଠିକ୍ ହେବ ସେମାନଙ୍କ ମତାମତ ନେଉଛନ୍ତି।
Read More News
T & CPrivacy PolicyContact Us