Download Now Banner

This browser does not support the video element.

ଖଲ୍ଲିକୋଟ୍: ତେନ୍ତୁଳିଆପଲ୍ଲୀ ଓ ଭେଜିପୁଟ ଛକରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ର ଚଢ଼ାଉ; ୧୯୮ ଲିଟର ଦେଶୀମଦ ସହ ବାଇକ ଓ ସ୍କୁଟି ଜବତ, ୨ ଗିରଫ

Khalikote, Ganjam | Sep 1, 2025
ତେନ୍ତୁଳିଆପଲ୍ଲୀ ଓ ଭେଜିପୁଟ ଛକରେ ଅବକାରୀ ମୋବାଇଲ ସ୍କ୍ୱାର୍ଡ ଚଢ଼ାଉ କରି ୧୯୮ ଲିଟର ଦେଶୀମଦ ସହ ଗୋଟିଏ ବାଇକ ଓ ସ୍କୁଟି କୁ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ତେବେ ଚୋରା ଦେଶୀମଦ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ରବି ପ୍ରଧାନ ଓ ପ୍ରଭାତ ପଲେଇ ଙ୍କୁ ଗତକାଲି ସନ୍ଧ୍ୟା ୫ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ମୋବାଇଲ ସ୍କ୍ୱାର୍ଡ ସବ ଇନ୍ସପେକ୍ଟର ସୂର୍ଯ୍ୟ ନାରାୟଣ ରଥ ଆଜି ଅପରାହ୍ନ ୨ ଟା ସମୟରେ ସୂଚନା ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us