Install App
harishbhoi
This browser does not support the video element.
ଭଟଲି: କମଗାଁ ରୋଡ ରୁ ଜନୈକ ବ୍ଯକ୍ତିଙ୍କ ଠାରୁ ବିପୁଳ ପରିମାଣର ବିଅର ଓ ଦେଶିମଦ ଜବତ କରି ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କଲା ଭଟଲୀ ଅବକାରୀ ବିଭାଗ
Bhatli, Bargarh (Baragarh) | Sep 10, 2025
ଭଟଲୀ ଅବକାରୀ ବିଭାଗ ତରଫରୁ ଗତକାଲୀ ଅତର୍କିତ ଚଢାଉ କରାଯାଇ କମଗାଁ ରୋଡ ରୁ ସନ୍ତୋଷ ପଧାନ ଠାରୁ ପାଖାପାଖି 9 ଲିଟର ବିଅର ଓ ପାଖାପାଖି 4 ଲିଟର ଦେଶିମଦ ଜବତ କରାଯାଇଥିଲା ଏବଂ ଅଭିଯୁକ୍ତକୁ ଆଜି ଅପରାହ୍ନ 2 PM ରେ କୋର୍ଟଚାଲାଣ କରାଯିଇଥିବା ଭଟଲୀ ଅବକାରୀ ସୁତ୍ରରୁ ପ୍ରକାଶ । ଏହି ଚଢାଉ ରେ ଭଟଲୀ ଅବକାରୀ ବିଭାଗ ର ସମସ୍ତ ଷ୍ଟାଫ ସାମିଲ ହୋଇଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!