This browser does not support the video element.
ଅନୁଗୋଳ: କଞ୍ଜରା ଗ୍ରାମରେ ମଦମୁକ୍ତି ଆନ୍ଦୋଳନ କରି ପ୍ରତିକ୍ରିୟା ରଖିଲେ ଗ୍ରାମବାସୀ
Anugul, Angul | Oct 1, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କଞ୍ଜରା ଗ୍ରାମରେ ଆଜି ମଦମୁକ୍ତି ଅଭିଯାନ କାର୍ଯ୍ୟକ୍ରମ କରା ଯାଇଛି। ଏଥିରେ ଗ୍ରାମର ମହିଳା ମାନେ ଏକାଠି ହୋଇ ଯେଉଁ ଦୋକାନରେ ମଦ ବିକ୍ରି ହେଉଛି ତାକୁ ବନ୍ଦ କରିବା ପାଇଁ କହିଥିଲେ। ମହିଳା ମାନେ ଏକ ରାଲି କରି ଗ୍ରାମ ପରିକ୍ରମା କରିଥିଲେ।