This browser does not support the video element.
ପିପିଲି: ରାଇପଡା ଛକ ନିକଟରେ ମାଲ୍ ବୋଝେଇ କଣ୍ଟେନର ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ
Pipili, Puri | Mar 14, 2024
ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡା ଛକ ନିକଟରେ ମାଲ୍ ବୋଝେଇ କଣ୍ଟେନର ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ରଣପୁର ରୁ ଚାନ୍ଦପୁର ଅଭିମୁଖେ ଆସୁଥିବା ବେଳେ ଘଟିଛି ଏହି ଅଘଟଣ। ତେବେ ଡ୍ରାଇଭର ଓ ହେଲପର ଆହାତ ହୋଇଥିବା ଜଣାପଡିଛି।