Download Now Banner

This browser does not support the video element.

ଢେଙ୍କାନାଳ ସଦର: ଝିଅକୁ ହତ‍୍ୟା କରାଯାଇଥିବା ନେଇ ଗଁଦିଆ ଥାନାରେ ଅଭିଯୋଗ କଲେ ସୁର ପ୍ରତାପ ରାଜକିଶୋରପୁର ବାସିନ୍ଦା ଶତ୍ରୃଘ୍ନ ନାଥ

Dhenkanal Sadar, Dhenkanal | Aug 2, 2025
ସ୍ୱାମୀର ପରକୀୟା ପ୍ରୀତିରେ ବଳି ପଡିଲେ ପତ୍ନୀ ହତ୍ୟା ଅଭିଯୋଗ ଆଣିଲେ ବାପା ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ସୁରପ୍ରତାପ ରାଜକିଶୋର ପୁର ଗ୍ରାମର ଶତ୍ରୃଘ ନାଥଙ୍କ ଝିଅ ମନ୍ଦାକିନୀ ନାଥ ବୟସ ୨୪ ବର୍ଷ କଟକ ସଦର ଥାନା ଅରଡିଆ ଗ୍ରାମର ଧିରେନ୍ଦ୍ର ନାଥଙ୍କୁ ପ୍ରେମ ବିବାହ କରି ଶ୍ରୀରାମ ଚନ୍ଦ୍ର ପୁର ଠାରେ ଏକ ଜିମ୍ ସେଣ୍ଟର କରି ରହୁଥିଲେ। ଆଜି ତା୨।୮ ରିଖ ଅପରାହ୍ନ ୩ ଘଣ୍ଟା ସମୟରେ ଗଁଦିଆ ଥାନାରେ ମନ୍ଦାକିନୀର ବାପା ଅଭିଯୋଗ କରିଛନ୍ତି ତାଙ୍କ ଝିଅକୁ ତାଙ୍କ ଜ୍ବାଇଁ ହତ୍ୟା କରିଛନ୍ତି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଏ ସମ୍ପର୍କରେ ଶତ୍ରୃଘ୍ନ କୁହନ୍ତି।
Read More News
T & CPrivacy PolicyContact Us