Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ସତ୍ୟନଗର ଅଞ୍ଚଳରୁ 110 ଗ୍ରାମ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ

Bhubaneswar M Corp, Khordha | Sep 11, 2025
ସତ୍ୟନଗର ଅଞ୍ଚଳରୁ 110 ଗ୍ରାମ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଥାନା ପୋଲିସ ସତ୍ୟନଗର ଅଞ୍ଚଳରେ ଚଢ଼ଉ କରିଥିଲେ | ସେଠାରୁ 110ଗ୍ରାମ ବ୍ରାଉନସୁଗର ଜବତ ଜରିବା ସହ ଜଣଙ୍କୁ ଗିରଫ କରିଥିଲେ | ଗିରଫ ଅଭିଯୁକ୍ତ ହେଲେ କୃଷ୍ଣ ଚନ୍ଦ୍ର ସାହୁ | ତା ନାଁରେ ପୂର୍ବରୁ କମିସନରେଟ ପୋଲିସ ଏବଂ ଅବକାରୀ ଥାନା ପୋଲିସରେ ଏକାଧିକ ମାମଲା ଥିବା କଥା ତଦନ୍ତ ରୁ ଜାଣିବାକୁ ପାଇଛି ଅବକାରୀ ଥାନା ପୋଲିସ |
Read More News
T & CPrivacy PolicyContact Us