This browser does not support the video element.
ପୋଲସରା: ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
Polasara, Ganjam | Sep 5, 2025
ଆଜି ହେଉଛି ଗୁରୁଦିବସ l ଗୁରୁ ଙ୍କ ପାଇଁ ଦିନଟିଏ l ଜୀବନରେ ଦିଗଦର୍ଶନ ଦେଉଥିବା ପୂଜ୍ୟ ଗୁରୁଙ୍କ ପାଇଁ ଆଜି ସବୁଠି ଉତ୍ସବ ପାଳନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ପୋଲସରା ରେ ମଧ୍ୟ ଗୁରୁଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି l ଆଞ୍ଚଳର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ଏହି ଉତ୍ସବ ପାଳନ ହୋଇଥିବା ବେଳେ ପୋଲସରା ସହର ର ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l