Download Now Banner

This browser does not support the video element.

କେନ୍ଦୁଝର ସହର: ତାଳପଦା ଗ୍ରାମରେ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

Kendujhar Town, Kendujhar | Aug 21, 2025
ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର, କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଆଜି ସକାଳୁ ବୃଦ୍ଧ ଜଣକ ଶୌଚ ପାଇଁ ଘର ପଛ ପଟକୁ ଯିବା ସମୟରେ ହଠାତ୍ ଭାଲୁ ଆକ୍ରମଣ କରିଥିଲା । ତାଙ୍କର ମୁଣ୍ଡ, ହାତ ଓ ପେଟକୁ ଭାଲୁ କାମୁଡି ଦେଇଥିଲା । ବୃଦ୍ଧଙ୍କ ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବୃଦ୍ଧ ଜଣକ ହେଲେ ସଦର ରେଞ୍ଜ ମୈଦାନକେଲ ପଞ୍ଚାୟତ ତାଳପଦା ଗାଁର ଲକ୍ଷ୍ମଣ ନାୟକ ।
Read More News
T & CPrivacy PolicyContact Us