Download Now Banner

This browser does not support the video element.

ଧର୍ମଗଡ: you କଲମପୁର ଧାନ ମଣ୍ଡି ଠାରେ ଏକତ୍ର ନୁଆଁଖାଇଇେ ଦକ୍ଷିଣ ଶୌଣ୍ଡୀକ ସମାଜର ୪୦ ପରିବାର

Dharamgarh, Kalahandi | Aug 28, 2025
ଗୁରୁବାର ପଶ୍ଚିିମ ଓଡ଼ିଶାର ଗଣ ପର୍ବ ନୁଆଁଖାଇ । ଏହି ନୁଆଁଖାଇ ପାଇଁ ପୁର ପଲ୍ଲୀ ଉତ୍ସବ ମୁଖର । ପରମ୍ପରା ଅନୁସାରେ ପ୍ରତ୍ୟେକ ପରିବାରରେ ମହାଲକ୍ଷ୍ମୀଙ୍କୁ ଆବାହନ କରିବା ସହ ନିଜ ଈଷ୍ଟ ଦେବା ଦେବୀଙ୍କୁ ଭୋଗ ଅର୍ପଣ କରିବା ପରେ ପରିବାରରର ବୟୋଜ୍ୟେଷ୍ଠ ଅନ୍ୟ ସମସ୍ତ ସଦସ୍ୟଙ୍କୁ ନୁଆଁଭୋଗ ଦେଇଥାନ୍ତି । କଲମପୁର ଧାନ ମଣ୍ଡି ଠାରେ କଲମପୁର ଦକ୍ଷିଣ ଶୌଣ୍ଡୀକ ସମାଜ ପକ୍ଷରୁ ୪୦ ପରିବାର ଏକତ୍ରିତ ହେଇ ନୁଆଁ ଖାଇଥିଲେ।
Read More News
T & CPrivacy PolicyContact Us