Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଦୋକାନରେ ପସି ଚୋରି ଅଭିଯୋଗରେ ମଧୁପାଟଣା ପୋଲିସ ବାଲି ସାହି ରୁ ବୁଧବାର ଅଭିଯୁକ୍ତ କୁ ଗିରଫ କରିଛି

Cuttack M Corp PS, Cuttack | Aug 27, 2025
ଘାଟ କୂଳ ନଦୀବନ୍ଧ ରାସ୍ତାରେ ଥିବା ଏକ ଦୋକାନ ରି ଚୋରି ହୋଇଥିଲା। ଏହି ଘଟଣାର ତଦନ୍ତ କରି ବୁଧବାର ସନ୍ଧ୍ୟା ୬ ଟା ବାଲି ସାହି ରୁ ଅଭିଯୁକ୍ତ କୁ ମଧୁପାଟଣା ପୋଲିସ ଗିରଫ କରିଛି। ତା ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି।
Read More News
T & CPrivacy PolicyContact Us