Download Now Banner

This browser does not support the video element.

ବାଣପୁର: ମାନସିଂ ପୁର ଫେରୁଥିବା ବେଳେ ମଝି ଚିଲିକା ରେ ଓଲଟିଲା ଡ଼ଙ୍ଗା, ଦୁଇ ମସ୍ୟଜୀବୀ ଆହତ ଅବସ୍ଥା ରେ ଉଦ୍ଧାର,,

Banapur, Khordha | Aug 23, 2025
ଆଜି ଅପରାହ୍ନ ୪ ଟା ସମୟରେ ଘଟିଛି ଘଟଣା, ପ୍ରବଳ ପଵନ ମାଡ଼ରେ ଦୁଇ ଜଣ ମସ୍ୟଜୀବୀ ଆହତ ଅବସ୍ଥା ରେ ଉଦ୍ଧାର ହୋଇଛନ୍ତି,ଆହତଙ୍କ ଚିକିତ୍ସା ଜାରୀ,
Read More News
T & CPrivacy PolicyContact Us