This browser does not support the video element.
ଭୁବନ: ଭୁବନର ସବୁଘରେ ଲାଭାର୍ଥିଙ୍କ ସମୃଦ୍ଧି କାର୍ଯ୍ୟକ୍ରମ ବାଲିଝାଟି ରୁ ଆରମ୍ଭ
Bhuban, Dhenkanal | Mar 4, 2024
ଭୁବନରେ ସବୁଘରେ ଲାଭାର୍ଥିଙ୍କ ସମୃଦ୍ଧି ଭୁବନ ତା ୪.୩.୨୫ ଲାଭାର୍ଥିଙ୍କ ସମୃଦ୍ଧି ଓ ମୋଦୀଙ୍କ ଗ୍ୟାରେଣ୍ଟିକୁ ନେଇ କାମାକ୍ଷାନଗର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୁବନରେ ଘରେଘରେ ପହଞ୍ଚିଲା ବିଜେପି। ଏହି ଅବସରରେ ବିଜେପି ନେତା ଶତୃଘ୍ନ ଜେନାଙ୍କ ନେତୃତ୍ୱରେ ବିଜେପିର କାର୍ଯ୍ୟକର୍ତ୍ତା ମାନେ କେନ୍ଦ୍ର ସରକାରଙ୍କର ବିଭିର୍ଣ୍ଣ ଯୋଜନା ସଂପର୍କରେ ଲୋକମାନଙ୍କୁ ବୁଝାଇଥିବା ବେଳେ ଲୋକମାନେ କଣ କଣ ଲାଭ ପାଇଛନ୍ତି ପଚାରି ବୁଝିଥିଲେ। ସେହିପରି ଗରିବ,ଯୁବକ,କୃଷକ ଓ ମହିଳା ମାନଙ୍କ ବିକାଶ ପାଇଁ ଗରିବ କଲ୍ୟାଣ,ମହିଳା ସଶକ୍ତିକରଣ,ଯୁବ ଉନ୍ନତି ଏବଂ କୃଷକ ସମ୍ମାନ ପରି ଯୋଜନା କିପରି ମୋଦୀ କରି