Download Now Banner

This browser does not support the video element.

ନବରଙ୍ଗପୁର ପୋଲିସ ଷ୍ଟେସନ: ଅଶୋକ ମେହେଟ୍ଟା ସଭା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କ୍ରୀଡା ସଂଘର ସାଧାରଣ ସଭା ଅନୁଷ୍ଠିତ

Nabarangapur PS, Nabarangpur | Sep 4, 2025
ଅଶୋକ ମେହେଟ୍ଟା ସଭା ଗୃହରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କ୍ରୀଡା ସଂଘର ସାଧାରଣ ସଭା ଅନୁଷ୍ଠିତ ଜିଲ୍ଲାପାଳ ତଥା ଜିଲ୍ଲା କ୍ରୀଡା ସଂଘର ସଭାପତି ଡକ୍ଟର ମହେଶ୍ୱର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ସ୍ଥିତ ସମ୍ମିଳନୀ କକ୍ଷରେ, ଜିଲ୍ଲା କ୍ରୀଡା ସଂଘର ଏକ ସାଧାରଣ ସଭାର ଆହୋଜନ କରାଯାଇଥିଲା। ଉକ୍ତ ସଭାରେ ସଭାପତି ଭାବରେ ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ ଯୋଗ ଦେଇ ଜିଲ୍ଲାର କ୍ରୀଡାର ଉନ୍ନତି ନିମନ୍ତେ ସଂଘର ସମସ୍ତ ସଦସ୍ୟ ସମେତ ଜିଲ୍ଲାର ପ୍ରାକ୍ତନ କ୍ରୀଡାବିତ୍ ମାନଙ୍କର ସହଯୋଗ ଲୋଡି ଥିଲେ।
Read More News
T & CPrivacy PolicyContact Us