This browser does not support the video element.
ତଲସରା: ଭାଜପା ପକ୍ଷରୁ ସେବା ପକ୍ଷ ପାଳନ ଅବସରରେ ଏକମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର
Talasara, Sundargarh | Sep 24, 2025
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ର ଏକମା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରାଙ୍ଗଣରେ ଆଜି ଭାଜପା ପକ୍ଷରୁ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିର ରେ ସୁନ୍ଦରଗଡ଼ ରକ୍ତଭଣ୍ଡାରର କର୍ମଚାରୀ ରତ୍ନପ୍ରଭା ନାଏକ ପ୍ରମୁଖ ଅଂଶ ଗ୍ରହଣ କରି ୪୧ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏହି ଶିବିର କୁ ସେବା ପକ୍ଷ ଜିଲ୍ଲା ସଂଯୋଜକ ଅମୀର ନାଏକ ମୁଖ୍ୟ ଅତିଥି ଭାବ ରେ ଅଂଶଗ୍ରହଣ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।