This browser does not support the video element.
ଅନୁଗୋଳ: ଗିରାଙ୍ଗ ଗ୍ରାମରେ ଗଣେଶ ପୂଜାର ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ
Anugul, Angul | Sep 3, 2025
ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନାଲକୋ ଥାନାର ଗିରାଙ୍ଗ ଗ୍ରାମରେ ହେଉଥିବା ଗଣେଶ ପୂଜାର ଭସାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲ୍ଲାର ପ୍ରମୁଖ ସାଉଣ୍ଡ ଗୁଡିକ ବିଭିନ୍ନ ପୂଜା କମିଟି ପକ୍ଷରୁ ଆଣିଥିବା ବେଳେ ବିଭିନ୍ନ ପ୍ରକାର ମେଲୋଡି ଦଳ ମଧ୍ୟ କମିଟି ପକ୍ଷରୁ ଅଣା ଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭସାଣି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ସ୍ଥାନୀୟ ଲୋକଙ୍କ ଠାରୁ ବୁଧବାର ସଂଧ୍ୟା ପାଞ୍ଚଟା ବେଳେ ସୂଚନା ମିଳିଛି।