This browser does not support the video element.
ପାରଳାଖେମୁଣ୍ଡି: ବଡ ବ୍ରାହ୍ମଣ ସାହି ଏବଂ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଠାରେ ଦୁର୍ଗା ପୁଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ
Paralakhemundi, Gajapati | Sep 6, 2025
ବଡ ବ୍ରାହ୍ମଣ ସାହି ଏବଂ ଜନ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଠାରେ ଦୁର୍ଗା ପୁଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ବଡ ବ୍ରାହ୍ମଣ ସାହି ଠାରେ ଆଜି ଏଗାରଟା ବେଳେ ଦୁର୍ଗା ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇ ଯାଇଛି। ଆଜକୁ ଦୀର୍ଘ 65 ବର୍ଷ ଧରି ଏଠାରେ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଉଥିବା ବେଳେ ଆଜି ଶୁଭଧ୍ଵଜ ଧରି ସାହି ପରିକ୍ରମା ପୂର୍ବକ ଶୁଭଖୁଣ୍ଟି ସ୍ଥାପନ କରାଯାଇଥିଲା। ଏହି ଅବସରରେ ପୁରୋହିତ ସିମାଞ୍ଚଳ ପାଢୀଙ୍କ ପୁରୋହିତ୍ୟ ରେ ସମସ୍ତ ନିତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିବା ବେଳେ ଅନୁଷ୍ଠାନ ର ସଭାପତି ସନ୍ତୋଷ