This browser does not support the video element.
ଅନୁଗୋଳ: କରଡାପଡ଼ା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ବିଲକୁ ପଶିଲା ଇକୋ ଗାଡି
Anugul, Angul | Aug 27, 2025
ଅନୁଗୋଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ କରଡାପଡ଼ା ଗ୍ରାମ ନିକଟରେ ଗୋଟିଏ ଇକୋ ଗାଡି ଭାରସାମ୍ୟ ହରାଇ ବିଲକୁ ପଶି ଯାଇଛି। ଯାହା ଫଳରେ ଦୀର୍ଘ ସମୟ ପରେ ସ୍ଥାନୀୟ ଲୋକମାନେ ଗାଡିକୁ ରାସ୍ତାକୁ ଆଣିଥିବା ସୂଚନା ମିଳିଛି।