This browser does not support the video element.
ପୋଲସରା: ହାତୀଓଟ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ
Polasara, Ganjam | Sep 28, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ହାତୀଓଟ କଲ୍ୟାଣ ମଣ୍ଡପ ଠାରେ ବିଜେପି ହାତୀଓଟ ମଣ୍ଡଳ ପକ୍ଷରୁ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ମଣ୍ଡଳ ସଭାପତି ପ୍ରଶାନ୍ତ ପ୍ରଧାନ ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଅଞ୍ଚଳର ଦଳୀୟ ବହୁ ମହିଳା ପୁରୁଷ କର୍ମକର୍ତା ସାମିଲ ହୋଇ ଆତ୍ମ ନିର୍ଭର ଭାରତ ଗଠନ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ l ଏହି ଅବସରରେ ମଥୁରା ମଣ୍ଡଳ ପ୍ରଭାରୀ ମହେଶ୍ୱର ପରିଡା, ହାତୀଓଟ ମଣ୍ଡଳ ପ୍ରଭାରୀ ଦୀପକ ପୋଲାଈ, ଚିରିକିପଡା ମଣ୍ଡଳ ପ୍ରଭାରୀ ରଘୁନାଥ ପଣ୍ଡା,ବରିଷ୍ଠ କାର୍ଯ୍ୟକର୍ତ୍ତା ମୃତ୍ୟଞ୍ଜୟ ପଟ୍ଟନାୟକ, ଟୁନା ପଟନାୟକ,